୧୫ରୁ ଅଧିକ ପଜିଟିଭ୍ ପାଇଁ ହଟ୍‌ସ୍ପଟ୍‌ରେ ଭୁବନେଶ୍ୱର

ଭୁବନେଶ୍ୱର : ସ୍ଥାନୀୟ ସଂକ୍ରମଣ ପାଇଁ ନୁହେଁ ବରଂ ୧୫ରୁ ଅଧିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱରକୁ କେନ୍ଦ୍ର ସରକାର ହଟସ୍ପଟ୍ ଘୋଷଣା କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଲେ, ଚଳିତ ମାସ ୩ ତାରିଖରେ ୧୦ଜଣ ଓ ୫ ତାରିଖରେ ୧୮ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ। ସେମାନଙ୍କ ଯାତ୍ରା ଇତିହାସ … Continue reading ୧୫ରୁ ଅଧିକ ପଜିଟିଭ୍ ପାଇଁ ହଟ୍‌ସ୍ପଟ୍‌ରେ ଭୁବନେଶ୍ୱର